ଗଞ୍ଜାମ ଜିଲ୍ଲା ବୁଗୁଡ଼ାବ୍ଲକର ତାକରଡ଼ାଗାଁ । ପନିପରିବା ଚାଷ ପାଇଁ ଗାଁଟି ପ୍ରସିଦ୍ଧ । ଏବେ ଏହି ଗାଁକୁ ନୂଆ କରି ଆସିଛି ଥାଇଲାଣ୍ଡ ବରକୋଳି ଚାଷ । ତିନି ଫୁଟିଆ ଗଛରେ ୧୦ରୁ ୧୨ କେଜିର ବରକୋଳି ଗ୍ରାମବାସୀଙ୍କ ମନରେ ଦେଖାଇଛି ସୁନେଲି ଏକ ଆଶା ।
#ArgusNews #GoodNews #Kabisuryanagar #ThailandFruit #Farmers #Odisha