କାଇ ପୋକ ଖାଇଲେ ଭଲ ହେଉଛି ରୋଗ । ଗୋଟିଏ ନୁହଁ ,ଅନେକ ରୋଗ ଭଲ କରିବାରେ ରହିଛି ଏହାର କ୍ଷମତା । ସଭ୍ୟ ସମାଜ ମାନୁକି ନ ମାନୁ ବନବାସୀ ଲୋକସ୍ୱାସ୍ଥ୍ୟ ପରମ୍ପରାରେ କାଇ ପୋକର ରୋଗ ଭଲ କରିବା ଗୁଣ ଉପରେ ରହିଛି ଅଖଣ୍ଡ ବିଶ୍ୱାସ ।
#MinistryOfAyush #GoodNews #protein #magnesium #AyurvedicMedicine #research #ArgsuNews #Odisha #BigRedAnt #fireants