#କାଗଜ_ନୁହଁ_କାଠରେ_ହୋଇଛି_ହନୁମାନ_ଚାଳିଶା
କାଠ କାରିଗରୀରେ ବିସ୍ମୟ ସୃଷ୍ଟି କରାଇଛି ବୈଭବ ସ୍ୱୟଂ ସହାୟକ ଦଳ । ନିର୍ଜୀଵ କାଠରେ ଅନୁପମ ଭାସ୍କର୍ଯ୍ୟ କରି ସାଉଁଟିଛି ସାବାସୀ । ଚାବି ରିଂ ଠାରୁ ସାଜସଜ୍ଜା ସାମଗ୍ରୀ ଯାଏଁ ଅନେକ ପ୍ରକାର କାଠ ସାମଗ୍ରୀ ତିଆରି କରୁଥିବା ଦଳର ସଦସ୍ୟା ମାନେ ଏବେ କାଠରେ ଅକ୍ଷର ଖୋଦେଇ କରି ପ୍ରସ୍ତୁତ କରିଛନ୍ତି ଶ୍ରୀ ହନୁମାନ ଚାଳିଶା । ହିନ୍ଦୁ ଧର୍ମର ଏହି ପବିତ୍ର ଭଜନକୁ କାଠରେ ଖୋଦେଇ କରି ଭକ୍ତି ଭାବନାକୁ ନିଆରା ସମ୍ମାନ ଦିଆଯାଇଛି ।
#Bhubaneswar #HanumanChalisa #wood #writing #Carving #Odisha #ArgusNews