ଭୁବନେଶ୍ୱରରେ ଶ୍ରୀ ହନୁମାନ ଙ୍କ ତ୍ରୀବେଣୀ କଥା ଉଦ୍ଯାପିତ !
ଭୁବନେଶ୍ବରରେ ଶ୍ରୀହନୁମାନ ତ୍ରୀବେଣୀ କଥା ପରିବେଷଣ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି
ସଂପନ୍ନ ବିଶିଷ୍ଟ ବକ୍ତା ପୂଜ୍ୟ ଶ୍ରୀ ବିଜୟ ଶଙ୍କର ଜୀ ମେହେତା । ଓଁ ବନବନ୍ଧୁ ପରିଷଦ, ଭୁବନେଶ୍ବର ଶାଖା ଏବଂ ଶ୍ରୀହରି ସତସଙ୍ଗ ସମିତି ତରଫରୁ ଏକ ଶ୍ରୀ ହନୁମାନ ତ୍ରିବେଣୀ କଥାମୃତ ଆଜି ସନ୍ଧ୍ୟା ୪ ଘଟିକାରୁ ୭ ଟା ପର୍ଯ୍ୟନ୍ତ ଚନ୍ଦ୍ରଶେଖରପୁର ସ୍ମିତ ରେଲୱେ ଅଡିଟୋରିୟମରେ ଅନୁଷ୍ଠିତ ହେଉଅଛି
#ArgusNews #Bhubaneswar #HanumanTribeniKatha #Odisha