Headlines 11pm | 22 Jan 2023 | Argus News
+ମଉଳିଲା ଆଶା, ବିଶ୍ଵକପରୁ ବିଦା ହେଲା ଭାରତ
+ ଓଡ଼ିଶାରେ ପଦ୍ମ ଫୁଟାଇବାକୁ ବିଜେପିର ମାଷ୍ଟର ପ୍ଲାନ
+ ଆସନ୍ତାକାଲି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଫୁଲ୍ ଡ୍ରେସ୍ ରିହର୍ସାଲ
+ନ୍ୟାୟ ଆଶାୟୀଙ୍କ ସପକ୍ଷରେ ନ୍ୟାୟାଳୟ
+ଓଲି ଲ୍ୟାଣ୍ଡରେ ମସଗୁଲ ମାସ୍କଟ
+ଝୁମିଲେ ଦର୍ଶକ, ରଙ୍ଗୀନ ହେଲା ସନ୍ଧ୍ୟା
#ArgusNews #Headlines #Odisha