#ରାଜ୍ୟରେ_ଧୁମଧାମର_ସହ_ପାଳନ_ହୋଇଯାଇଛି_ଦୋଳ_ପୂର୍ଣ୍ଣିମା
ଆଜି ଦୋଳ ପୂର୍ଣ୍ଣିମା। ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ। ଗାଁ ଗାଁରେ ଜମୁଛି ଦୋଳ ମେଳଣ । ଘରକୁ ଘର ବୁଲି ଭୋଗ ଖାଉଛନ୍ତି ଦୋଳ ଗୋବିନ୍ଦ । ଶହଶହ ମେଢ଼ ଏକାଠି ହୋଇ ମେଲାଣି ନେବାର ଦୃଶ୍ୟ ବିମୋହିତ କରିଛି ଶ୍ରଦ୍ଧାଳୁଙ୍କୁ । ଦୀର୍ଘ ଦୁଇ ବର୍ଷର କଟକଣା ପରେ ଦୋଳ ଉତ୍ସବ ଖୁବ୍ ଧୁମଧାମରେ ପାଳନ ହୋଇଥିବା ବେଳେ ଆସନ୍ତାକାଲି କଟକଣାରେ ପାଳନ ହେବ ରଙ୍ଗର ପର୍ବ ହୋଲି ।
#Holi #holifestival #holiday2022 #Bhubaneswar #holishop #Odisha #ArgusNews