#ଆଦାନୀ_ଗ୍ରୁପ_ତରଫରୁ_ବିଶାଳ_ରକ୍ତଦାନ_ଶିବିର
ଆଦାନୀ ଗ୍ରୁପ ତରଫରୁ ବିଶାଳ ରକ୍ତଦାନ ଶିବିର । ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀ ଜିନ୍ମଦିନରେ କର୍ମଚାରୀ ଦେଲେ ବଡ଼ ଉପହାର । 14,000 କର୍ମଚାରୀ ଏକାସଙ୍ଗେ କଲେ ରକ୍ତ ଦାନ । 138 ରକ୍ତଦାନ କେନ୍ଦ୍ରରେ ସଂଗୃହୀତ ହେଲା ରେକର୍ଡ 5,600 ଲିଟର ରକ୍ତ ।
#Adani #blooddonor #ArgusNews #blooddonation