କେଉଁ ଆଡ଼କୁ ଯିବ ଶ୍ରୀୟା-ହ୍ୟୁମାନ କଳି ?
ଆସନ୍ତାକାଲି କଟକ ମହିଳା ଥାନାରେ ହାଜର ହେବେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର । ଶ୍ରୀୟାଙ୍କ ଅନୁରୋଧ କ୍ରମେ ଆସନ୍ତାକାଲି ପତିପତ୍ନୀଙ୍କୁ କାଉଁସିଲିଂ ପାଇଁ ଦିନ ଧାର୍ଯ୍ୟ କରିଛି ପୋଲିସ । ତେବେ ଉଭୟ ପକ୍ଷଙ୍କ ମଧ୍ୟରେ ଥିବା ତିକ୍ତତା କମି ନଥିବା ବେଳେ ଉଭୟ ନିଜ ନିଜ ଯିଦିରେ ଅଟଳ ଥିବା ଜଣା ପଡ଼ିଛି
#ArgusNews #HumaneSagar #SriyaMishra #DomesticViolence #Odisha