#ସ୍ତ୍ରୀ_କୁ_ବିବାହ_କରାଇ_ସ୍ବାମୀ_ଥାନାରେ_ଅଟକ
ନର୍ଲା ଥାନା ଅନ୍ତର୍ଗତ ମୁଣ୍ଡାଗାଁର କୁଳମଣି ଭୋଇଙ୍କ ଝିଅ ପୂର୍ଣ୍ଣମୀଙ୍କୁ ମସ୍କାଗୁଡା ଗ୍ରାମର କ୍ଷିରା ଵେରୁକ ପ୍ରେମ ବିବାହ କରିଥିଲେ । ଦାଦନ ଖଟିବାକୁ ସ୍ବାମୀ, ସ୍ତ୍ରୀ ଦୁହେଁ ଦିଲ୍ଲୀକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ୨ ତାରିଖ ସ୍ବାମୀ କ୍ଷୀରା ବେରୁକ୍ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ହାତରେ ନିଜର ସ୍ତ୍ରୀ ପୂର୍ଣ୍ଣମୀ ଭୋଇଙ୍କୁ ପଇସା ଲୋଭରେ ବିବାହ କରିଦେଇଥିବା ଅଭିଯୋଗ ହୋଇଛି ।
#married #Wife #policestation #husbandwifeproblem #marriageissu #narla #Kalahandi #Odisha #ArgusNews