#ପୁରାତନ_ସାମଗ୍ରୀ_ଅଦଳବଦଳ_ପରମ୍ପରା
#ପଇସା_ବଦଳରେ_ଧାନ_ଦେଇ_ପେଟପୁରା_ଜଳଖିଆ_ଖାଉଛନ୍ତି_ଏହି_ଗାଁର_ଲୋକେ
ଡିଜିଟାଲ ଯୁଗରେ ବି ବଞ୍ଚିଛି କିଣାବିକା ପରମ୍ପରା । ସମ୍ବଲପୁରର ଚାଉରଗାଁରେ ରହିଛି ଏମିତି ପରମ୍ପରା । ପଇସା ବଦଳରେ ଧାନ ଦେଇ ପେଟପୁରା ଜଳଖିଆ ଖାଉଛନ୍ତି ଏହି ଗାଁର ଲୋକେ । ଆଉ ଏପରି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଏହି ଗାଁର ୭୫ ବର୍ଷୀୟ ବୃଦ୍ଧା ଶୁଭ ବେହେରା ।
#sambalpur #unique #oldtradition #paddy #breakfast #oldwoman #ArgusNews