#ଉତ୍ତରପ୍ରଦେଶର_ଉପନିର୍ବାଚନରେ_ସାଇକେଲ୍_ପଙ୍କଚର
#୨_ସମାଜବାଦୀ_ଗଡରେରେ_ଫୁଟିଲା_ଫଦ୍ମ
#ଉପନିର୍ବାଚନର_୪_ବିଧାନସଭାରୁ_୩ରେ_ବିଜୟ
ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିବାଦ ବି ବଢୁଛି ଆଉ ତା ଭିତରେ ଜନମତ ବି ଆସୁଛି ସାମ୍ନାକୁ । ବିଧାନସଭା ନିର୍ବାଚନରେ ବଡ଼ ସଫଳତା ପରେ ଉତ୍ତର ପ୍ରଦେଶର ଉପନିର୍ବାଚନର ୨ ଲୋକସଭା ଆସନରେ ବି କମାଲ କରିଛି। ସମାଜବାଦୀ ପାର୍ଟିର ଗଡ଼ ଆଜମଗଡ଼ ଦଖଲ କରିଛି ବିଜେପି।
#UttarPradesh #ArgusNews #BJP4UP #election #Election2022