ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା: 26 ମୃତ । ରବିବାର ଉତ୍ତରକାଶୀ ଦାମତା ନିକଟରେ ଗଭୀର ଖାତକୁ ଖସିପଡ଼ିଲା ବସ୍। ଯେଉଁଥିରେ ମୋଟ 30ଜଣ ଯାତ୍ରୀଙ୍କ ମଧ୍ୟରୁ 26ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପୋଲିସ ଓ SDRF ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଛି।
#uttarakhand #MadhyaPradesh #accident #ArgusNews #BusAccident #rescue