#ସିଟି_ଲେଡିଜ_ଅନୁଷ୍ଠାନ_ପକ୍ଷରୁ_ସାନିଟାରୀ_ନାଫକିନ_ମେସିନ_ଉଦଘାଟନ
ଛେଣ୍ଡ କଲୋନୀ ସ୍ଥିତ କଳିଙ୍ଗ ବିହାର ଠାରେ ପୁଷ୍ପାଳୟ ବୃଦ୍ଧାଶ୍ରମ ଠାରେ ରାଉରକେଲା ସିଟି ଲେଡିସ ପକ୍ଷରୁ ଏକ ସାନିଟାରି ମେସିନ ସ୍ଥାପନା କରାଯାଇଛି, ଏହାକୁ ମୁଖ୍ୟଅତିଥି ଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଆସି ପରିଦର୍ଶନ କରିଛନ୍ତି ।
#sanitarymachine #Inauguration #Rourkela #Odisha #ArgusNews