ଆଦିବାସୀ ଅଞ୍ଚଲନେ କେନ୍ତା ଚାଲିଛେ ସ୍ବାସ୍ଥ୍ୟସେବା ?
ଭିନ୍ ଭିନ୍ ଅସୁବିଧା ଭିତରେ ତୁରେକେଲା କମ୍ୟୁନିଟି ହେଲଥ ସେଣ୍ଟର୍ । ଡାକ୍ତର୍ ଅଭାବ୍ ସଙ୍ଗେ କେନ୍ଦ୍ରନେ ନାଇଁନ X-RAY ମେସିନ୍ ।୧୫ କିଲୋମିଟର୍ ଯାଉଛନ୍ ଉପାନ୍ତବାସୀ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରନେ ଅଛେ ତୁରେକେଲା ବ୍ଲକ ।
#TribalAreas #healthcenter #doctor #complaining #villagers #Hospitalfacilities #patient #Balangir #ArgusNews