#ଆଜି_ଅଣସରର_ତ୍ରୟୋଦଶୀ_ତିଥି
#ଅନୁଷ୍ଠିତ_ହୋଇଛି_ମହାପ୍ରଭୁଙ୍କ_ଘଣା_ଏବଂ_ଖଳି_ପ୍ରସାଦ_ଲାଗି_ନୀତି
ଆଷାଢ଼ କୃଷ୍ଣ ତ୍ରୟୋଦଶୀ ବା ଅଣସର ତ୍ରୟୋଦଶୀରେ ଆଜି ମହାପ୍ରଭୁଙ୍କ ଘଣାଲାଗି ଓ ଖଳିଲାଗି ନୀତି। ଏହାସହ ଖଡ଼ିପ୍ରସାଦ ବିଜେ ନୀତି ସମ୍ପାଦିତ ହୋଇଛି ।
#Puri #Khalilaginiti #mockdrill #Khadiprasadabijeniti #Mahaprabhu #Odisha #ArgusNews