ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ପୂର୍ବରୁ ଶ୍ରୀମନ୍ଦିର ଚତୁପାର୍ଶ୍ଵରେ ବେଆଇନ୍ ନିର୍ମାଣକୁ ବିରୋଧ କରି ଉପବାସରେ ବସିଲା ଜଗନ୍ନାଥ ସେନା। ଗୋଟିଏ ପଟେ ବେଆଇନ୍ ନିର୍ମାଣ ଜାରି ରହିଥିବା ବେଳେ ଏହାକୁ ନେଇ ଦୀର୍ଘଦିନ ଧରି ପ୍ରତିବାଦ ଜାରି ରହିଛି
#puri #Jagannathtemple #herritagecorridor #JagannathSena #protest #ArgusNews