ଜଗାଦର୍ଶନ କରି ଭାବବିହ୍ଵଳ ହେଲେ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟାପ୍ରଦା। ଜୟାପ୍ରଦା ସିଂହଦ୍ୱାରରେ ପହଞ୍ଚିବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ସ୍ୱାଗତ କରିଥିଲେ। ପରେ ସେ ଶ୍ରୀମନ୍ଦିରରେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା ଓ ବିମଳା ଓ ଲକ୍ଷ୍ମୀ ମନ୍ଦିର ଦର୍ଶନ କରିଥିଲେ...।
#ArgusNews #jayaprada #Srimandir #darshan #Puri #Odisha