ଝାରସୁଗୁଡ଼ାରେ ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରୱାଲଙ୍କୁ ଅପହରଣ ଓ ହତ୍ୟା ଘଟଣା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଡ଼ା ପ୍ରତିକ୍ରିୟା। ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଇଏ ହିଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ବାସ୍ତବତା।
#ArgusNews #kidnapping #Jharsuguda #MurderCase #Minorboy #Odisha