#କରୋନାଠୁ_ବଳିଗଲାଣି_ଜାଇକା_ଯନ୍ତ୍ରଣା
ସହରର ଯେଉଁଠି ଦେଖିବେ ବଡ ବଡ ଗାତ । ଅଧା ସ୍ଥାନରେ ରାସ୍ତା ବନ୍ଦ, କାମ ଚାଲିଛି । ଅଳିଆ ଆବର୍ଜନାର ଗନ୍ଧରେ ଅସହ୍ୟ ଜନଜୀବନ । ଏମିତି ବର୍ଷ ପରେ ବର୍ଷ ବିତୁଛି । ହେଲେ ଶେଷ ହେଉ ନାହିଁ ଜାଇକା କାମ ।
#ArgusNews #ArgusNewsTv #Odisha #JICAproject #Cuttack