#ଜୟଦେବ_ଭବନ_ପରିସରରେ_କାହାଣୀ_ସାରସ୍ଵତ_ସମାବେଶ_ଅନୁଷ୍ଠିତ
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ । କାହାଣୀର ବର୍ଷା ସଂଖ୍ୟା ଓ ଅଭୟ ନାୟକଙ୍କ "ଆସ କଥା ହେବା" ପୁସ୍ତକ ଉନ୍ମୋଚିତ ହୋଇଥିଲା ।
#Bhubaneswar #JaydevBhavan #programme #BiswabhusanHarichandan #bookrelease #Odisha #ArgusNews