କାଦୁଅରେ ଫସି ଗଜରାଜ ଗୁରୁତର । ଉଦ୍ଧାର କଲା ବନ ବିଭାଗ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନର ସିମେଲପଦର ଗାଁ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା
#elephant #rescued #forestdept #kalahandi #ArgusNews