#ପବିତ୍ରଙ୍କ_ସନ୍ଦେହ_ଜନକ_ମୃତ୍ୟୁକୁ_ବିତିଲା_ମାସେ
#ବିଜେଡି_ନେତା_ସରୋଜ_ସାହୁଙ୍କ_ନାଁରେ_ହତ୍ୟାର_ସାଂଘାତିକ_ଅଭିଯୋଗ
କେନ୍ଦ୍ରାପଡାର ହେବିୱେଟ୍ ବିଜେଡି ନେତା ସରୋଜ ସାହୁ। ପ୍ରତାପ ଦେବଙ୍କ ସହ ସରୋଜ, ପ୍ରତାଜ ଜେନାଙ୍କ ସହ ସରୋଜ, ପ୍ରଣବ-ଅରୁଣ-ଅତନୁଙ୍କ ସହ ବି ସରୋଜ । ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସରୋଜ। ଡେରାବିଶ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ବାରିମୂଳ ସଂଚାୟତର ସମିତି ସଭ୍ୟ ସରୋଜ ସାହୁ ଏବେ ବିବାଦରେ
#Kendrapara #BJD #Odisha #ArgusNews