ନଦୀ ଭିତରେ ନିର୍ମାଣ କରାଯାଇଛି ବେଆଇନ ଜେଟି !
ରାଜନଗର ବ୍ଲକ ସାମୁଦ୍ରିକ ଥାନା ତାଳଚୁଆ ନିକଟରେ ବୈତରଣୀ ନଦୀ ପଠା ଭିତରେ ଜଙ୍ଗଲ ପରିବେଶ ଆଇନ ଓ ସି ଆର ଜେଡ ଆଇନକୁ ଉଲଂଘନ କରି ଏହି ଜେଟି ନିର୍ମାଣ ହୋଇଥିବାର ଅଭିଯୋଗ
#Kendrapara #Rajnagar #Illegal #ArgusNews