ଚଳିତ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି କେନ୍ଦୁଝରର ବୃହତ ରଥର । ଏହି ସମୟରେ ଖୁସିର ଖବର ଆସିଛି କି କେନ୍ଦୁଝରର କାଠରେ ନିର୍ମିତ ରଥ ବିଶ୍ଵର ସବୁଠାରୁ ବଡ ରଥର ମାନ୍ୟତା ପାଇ ଗ୍ରିନିଜ ବୁକ ଅଫ ୱାର୍ଡରେକର୍ଡରେ ସ୍ଥାନ ପାଇଛି । ଯାହାକୁ ଏକ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ଜିଲ୍ଲାପାଳ
#Keonjhar #RathaYatra #GuinnessWorldRecords #Ratha #ArgusNews