#କେନ୍ଦୁଝର_ଜିଲ୍ଲା_ପ୍ରଶାସନକୁ_ଏନଜିଟି_ଛାଟ
#ବ୍ୟକ୍ତିଗତ_ହାଜିରା_ପାଇଁ_ନିର୍ଦ୍ଦେଶ
ବେଆଇନ ମାଙ୍କଡ଼ା ପଥର ଖନନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ନ୍ୟାସନାଲ ଗ୍ରିନ ଟ୍ରିବୁନାଲ ଛାଟ । ପଥର ମାଫିଆଙ୍କଠାରୁ ୭ କୋଟି ୩୦ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିବାରେ ବିଫଳ ଜିଲ୍ଲା ପ୍ରଶାସନକୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ।
#Keonjhar #Anandpur #NGTIssue #IllegalMining #investigation #administration #ArgusNews