ଏଣିକି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ପ୍ରତି ଶୁକ୍ରବାର ହେବ ଖଦୀର ବାର । ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ସପ୍ତାହରେ ଅନ୍ତତଃ ଦିନେ ଖଦି ପରିଧାନ ପୂର୍ବକ କାର୍ଯ୍ୟସ୍ଥଳକୁ ଆସିବେ । ସ୍ୱାଧୀନତା ସଂଗ୍ରାମର ପ୍ରତୀକ ପାଲଟିଥିବା ଖଦି ପାଇଁ କର୍ତ୍ତୁପକ୍ଷକଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି ବିଶ୍ୱବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ।
#ArgusNews #GoodNews #BerhampurUniversity #Berhampur #Odisha