ପଶ୍ଚିମ ଓଡ଼ିଶା ସ୍ଥାୟୀବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଆଇନମନ୍ତ୍ରୀଙ୍କ ବଡ଼ ବୟାନ। ଓଡ଼ିଶା ଗସ୍ତରେ ଥିବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଶେଷ ନିଷ୍ପତ୍ତି ରାଜ୍ୟ ସରକାର ଓ ହାଇକୋର୍ଟଙ୍କୁ ନେବାର ଅଛି।
#ArgusNews #HighCourt #KiranRijju #Odisha