#ଗୋଟିଏ_ଶ୍ରେଣୀ_ଗୃହରେ_ପାଞ୍ଚଟି_କ୍ଲାସ !
ଯେଉଁଠି ପାଠ ପଢୁଛନ୍ତି ୫୪ ଜଣ ଛାତ୍ରଛାତ୍ରୀ । ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ପ୍ରତି ବର୍ଷ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଛନ୍ତି । କିନ୍ତୁ ବାସ୍ତବରେ ଉପାନ୍ତ ଅଞ୍ଚଳରେ ଏହା ହେଉଛି ଶିକ୍ଷାର ବାସ୍ତବ ଚିତ୍ର
#Koraput #Bandhugaon #Teacherproblem #ArgusNews #Odisha