#କୋରାପୁଟ_ନାରାୟଣପାଟଣାରେ_ଚାଷୀଙ୍କ_ସହ_ଧୋକା
#୮_ବର୍ଷ_ପରେ_ବି_ସମ୍ପୂଣ୍ଣ_ହୋଇ_ପାରୁନି_ଜଳ_ଯୋଗାଣ_ପ୍ରକଳ୍ପ
ବେଲଗୁଡା ଗାଁରେ ଥିବା ଦେଓ ନଦୀରେ 2014 ମସିହାରେ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାମ ଆରମ୍ଭ ହୋଇଥିଲା । ଯାହା ୨୦୧୭ ମସିହାରେ ଶେଷ ହେବାର ଥିଲା । କିନ୍ତୁ ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ କାମ ଶେଷ ହୋଇ ପାରୁନି । ଯାହା ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଏହି ଅଞ୍ଚଳର ଚାଷୀ ।
#Koraput #narayanpatna #waterissue #farmers #belguda #Odisha #ArgusNews