#ଦୁର୍ଗମରେ_ମହିଳା_ଚାଷୀଙ୍କୁ_ଅଣଦେଖା !
କୋରାପୁଟ କୋଟପାଡ଼ କୁନ୍ଦୁରା ବ୍ଲକ ଅନ୍ତର୍ଗତ ନୂଆଗୁଡା ଗ୍ରାମର ରାଇମତି ଘିଉରିଆ । ୧୩୬ କିସମର ଦେଶୀ ଧାନ ସଂଗ୍ରହ କରି ସେ ସଂରକ୍ଷିତ କରିଥିଲେ । କିନ୍ତୁ ସଂରକ୍ଷଣ ଅଭାବରୁ ବର୍ତ୍ତମାନ ଏବେ 70 କିସମର ଜୈବିକ ପଦ୍ଧତିରେ ଧାନ ଚାଷ କରୁଛନ୍ତି ଏବଂ ସେ ନିଜସ୍ପ ଚେଷ୍ଟାରେ ବିଭିନ୍ନ ଜୈବିକ ସାର ମଧ୍ୟ୍ୟ ତିଆରି କରୁଛନ୍ତି
#ArgusNews #Koraput #Kotpad #FarmersProblem #Odisha