#କୋରାପୁଟ_ଜୋର_ଧରିଛି_ପୋୖର_ପ୍ରଚାର
ବର୍ତ୍ତମାନ ରାଜ୍ୟର ସମସ୍ତ ପୋୖରଅଞ୍ଚଳରେ ପାର୍ଥି ଏବଂ ନେତାଙ୍କ ମଧ୍ୟ ଗହଳ ଚହଳ ଦେଖିବାକୁ ମିଳିଛି ଏବଂ ବର୍ତ୍ତମାନ ସବୁ ପାର୍ଥୀଙ୍କ ମୁହଁରେ ଗୋଟିଏ କଥା ଓ ମନରେ ଗୋଟିଏ ଆଶା କି ନିଜ ଅଞ୍ଚଳର ସହରି ଭୋଟରଙ୍କ ମନ କେମିତି ଜିଣିବେ ସବୁ ନେତା ବର୍ତ୍ତମାନ ଅତୀତର ସମସ୍ୟା ଏବଂ ଭବିଷ୍ୟତ ପାଇଁ ବିକାଶ କରିବା ନାରା ସହିତ ବିଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରୁଛନ୍ତି ।
#Election2022 #Koraput #kotapad #development #Odisha #ArgusNews