କୋଟିଆରେ ଆନ୍ଧ୍ରର ଜଗନ ସରକାରର ଦାଦାଗିରି
ଓଡିଶାରେ ଦାଦାଗିରି କରୁଛି ଆନ୍ଧ୍ର ସରକାର
ଓଡିଶା ଭିତରେ ଆସି ଯୋଜନା ବାଣ୍ଟି ଓଡିଶାରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଛି ଆନ୍ଧ୍ର ସରକାର । ହେଲେ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି ଓଡିଶା ସରକାର ।
#Koraput #KotiaIssue #Dadagiri #andhragovernment #scheme #Odisha #ArgusNews