#କାଜଲଙ୍କ_ସଂଘର୍ଷର_କାହାଣୀ
ଯାହାର ପଣତକାନିର ସ୍ପର୍ଶରେ ଶିଶୁର ମଙ୍ଗଳ ହୁଏ, ରିଷ୍ଟ ଖଣ୍ଡନ ହୁଏ ବୋଲି ଆମର ବିଶ୍ଵାସ ରହିଛି ସେହିଭଳି ବ୍ୟକ୍ତିତ୍ଵଙ୍କୁ ମଣିଷ ସମାଜ ଉପହାସ କରୁଛି। ଶୁଣନ୍ତୁ ସେହିଭଳି ଜଣେ ବ୍ୟକ୍ତିତ୍ଵ କାଜଲ ଧଳଙ୍କ ସଂଘର୍ଷର କାହାଣୀ...।
#struggle #lifestory #lifestruggles #motivation #Odisha #ArgusNews