#ଭୁଲ_ଇଞ୍ଜେକ୍ସନ_ଯୋଗୁଁ_ଚାଲିଗଲା_ଜୀବନ
ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତର ଏବଂ ଷ୍ଟାଫ ନର୍ସଙ୍କ ଭୟଙ୍କର ଅବହେଳା । ମହିଳାଙ୍କ ମୃତ୍ୟୁ ପରେ ନିଜ ନିଜ ଭିତରେ ଦୋଷ ଲଦା ଲଦି ହେଲେ ଡାକ୍ତର । ଏପଟେ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ରଘୁନାଥପଲ୍ଲି ଥାନାରେ ମାମଲା ରୁଜୁ । ମାମଲା ରୁଜୁ କରି ଚୁପ ବସିଛି ପୋଲିସ ।
#Rourkela #wrongtreatment #medical #Odisha #ArgusNews