ଲୋୟର ପିଏମ୍ଜିରେ ଆଶାକର୍ମୀମାନଙ୍କ ଧାରଣା । ଦୀର୍ଘ ୮ ଦିନ ଧରି ହେବ ଏହି ଆନ୍ଦୋଳନ କରୁଛନ୍ତି ଆଶା କର୍ମୀ। ସବୁ ଜିଲ୍ଲାରେ କାର୍ଯ୍ୟ ବନ୍ଦ ଡାକରା ଦିଆଯାଇଛି। ଦାବି ନ ଶୁଣିଲେ ଆସନ୍ତା ଡିସେମ୍ବର ୧୪ ତାରିଖ ଦିନ ସମସ୍ତ ଜିଲାରେ ଜେଲଭରୋ ଆନ୍ଦୋଳନ କରାଯିବ। ଏବଂ ୨୦ ତାରିଖରେ ଭୁବନେଶ୍ୱରଠାରେ ନବୀନ ନିବାସ ଘେରାଉ କରାଯିବ ବୋଲି ଚେତବନି ଦେଇଛି ସଙ୍ଘ।
#ArgusNews #LowerPMG #Protest #ashakarmi #Bhubaneswar #Odisha