ପ୍ରଦୂଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସମ୍ବଲପୁର ସହର। ବିପଦରେ ରାଜ୍ୟର ଜୀବନ ରେଖା ମହାନଦୀର ଜୈବ ବିବିଧତା। ଆବର୍ଜନା ଜଳ ଓ କାରଖାନାର ବିଷାକ୍ତ ରାସାୟନିକ ମିଶ୍ରିତ ପାଣି ମହାନଦୀ ପାଣିକୁ ଦୂଷିତ ନୁହେଁ, ବିଷାକ୍ତ କରିଛି। ଏ ନେଇ ଆମର ସ୍ୱତନ୍ତ୍ର ସାକ୍ଷାତକାର ପରିବେଶବିତ୍ ରଂଜନ ପଣ୍ଡାଙ୍କ ସହ..।
#sambalpur #pollution #Mahanadi #factorypollution #ranjanpanda #Odisha #ArgusNews