#ମହାନଦୀ_ମହାବିବାଦ_ତୁଟିବ_ନା_ଆଗକୁ_ବଢିବ ?
#ବିତର୍କରୁ_ଦୂରେଇ_ରହିବାକୁ_ଚାହୁଁଛନ୍ତି_କି_ବିଜେଡି_ସରକାର ?
୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ପୁଣି ରାଜନୀତିକୁ ଫେରିଲା ମହାନଦୀ ପ୍ରସଙ୍ଗ। ଗତକାଲି ଶାସକ ଦଳ ଏପ୍ରସଙ୍ଗରେ ହଟ୍ଟଗୋଳ କରିଥିବା ବେଳେ ଆଜି ବିରୋଧୀ ଗୃହକୁ ଅଚଳ କରିଛନ୍ତି।
#ArgusNews #MahanadiIssue #MahanadiRiver #OdishaGovt #Odisha