ନଭେମ୍ବର 30 ରୁ ଡିସେମ୍ବର 4 ତାରିଖ ଯାଏ ମେକ ଇନ ଇଣ୍ଡିଆ କନକ୍ଳେଭ 2022
ଆଜି ଏ ନେଇ ରାଜଧାନୀର ଏକ ଘର ଘରୋଇ ହୋଟେଲରେ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଏମଏସଏମଇ ଏବଂ ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ଚଳିତ ବର୍ଷ ମେକ ଇନ ଓଡ଼ିଶାର ତୃତୀୟ କନକ୍ଳେଭ । ପୂର୍ବ ଦୁଇ ସଂସ୍କରଣ ପରେ ରାଜ୍ୟରେ ବିଭିନ୍ନ କମ୍ପାନୀ ପାଖାପାଖି 2 ଲକ୍ଷ କୋଟି ଇନଭେଷ୍ଟ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ସହ ଇପିକଲ ଏବଂ ଏଫଆଇସିସିଆଇ ମଧ୍ୟରେ ଏକ ଏମଓୟୁ ସ୍ଵାକ୍ଷର ହୋଇଛି ।
#Bhubaneswar #MakeinIndiaConclave2022 #Minister #PratapDev #Odisha #ArgusNews