ମେକ୍ ଇନ୍ ଓଡିଶା କନକ୍ଲେଭ 2022ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ଲାଗି ସ୍ଥାପନ ହେବ ଶିଳ୍ପ ପାର୍କ । ସବୁ ଜିଲ୍ଲାରେ ହେବ ମାଇକ୍ରୋ ଓ ସ୍ମଲ୍ ଇଣ୍ଡଷ୍ଟ୍ରି ପାର୍କ । ପ୍ରତି ଜିଲ୍ଲା ମିଶନ ଶକ୍ତି ଫେଡରସନକୁ ଦିଆଯିବ କୋଟିଏ ଟଙ୍କାର ରିଭଲଭିଂ ଫଣ୍ଡ ଦିଆଯିବ ।
#ArgusNews #MakeinOdishaConclave #ChiefMinister #announced #Odisha