#ମିଛ_ମିଛ_ଡାହାମିଛ
#ବଣ୍ଡାଘାଟିର_ଅବ୍ୟବସ୍ଥାକୁ_ନେଇ_ଡାହା_ମିଛ_କହିଲେ_ମାଲକାନାଗିରି_ଜିଲ୍ଲାପ୍ରଶାନ
ବିପଦରେ ବିରଳ ବଣ୍ଡା ଜନଜାତି । ପିଉଛନ୍ତି ଝରଣା ପାଣି । ଯେଉଁଠି ମଣିଷ, ଘୁଷୁରୀ ସେଠି । ବିପଦରେ ହଜାର ହଜାର ଜନଜାତିଙ୍କ ଜୀବନ । ହେଲେ ପ୍ରଶାସନ ପାଖରେ ନାହିଁ ଏହି ଖବର
#Malakngiri #TribalArea #WaterProblem #DistristAdminstration #Odisha #ArgusNews