କଟକ ସହରରେ ଅପପୁଷ୍ଟି ! ପୁଣି ସାମନାକୁ ଆସିଲା ଅପପୁଷ୍ଟିର ନଗ୍ନ ଚିତ୍ର। ନୂଆ ବଜାର ନେହେରୁ ପଲ୍ଲୀ ନିକଟରେ ଏକ ଆଦିବାସୀ ପରିବାରର ଏଭଳି ଦୟନୀୟ ଚିତ୍ର ଏବେ କଟକ ସହରରେ ହଇଚଇ ସୃଷ୍ଟି କରିଛି। ନା ମିଳୁଛି ସଠିକ୍ ଭାବେ ଖାଇବା ପିଇବା।
#Cuttack #nuabazar #malnutrition #Odisha #ArgusNews #cuttacknews