#ଭୁବନେଶ୍ୱର_ଆସୁଛନ୍ତି_ମନମୋହନ_ସାମଲ
ଆଜି ରାଜଧାନୀ ଆସୁଛନ୍ତି ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲ । ଜିଲ୍ଲା ବିଜେପି ପକ୍ଷରୁ ଭଦ୍ରକରୁ ଭୁବେନେଶ୍ଵର ଯାଏଁ ସ୍ଵାଗତ ନେଇ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
#ArgusNews #Bhadrak #ManmohanSamal #Bhubaneswar #welcome #Odisha