ଉପାନ୍ତ ଅଞ୍ଚଳନେ ଅବହେଳିତ ଅବସ୍ଥାଥି ରହି ଯାଇଛେ ବହୁତଟେ ତୀର୍ଥ ସ୍ଥଳୀ । ନା ମିଳୁଛେ ପର୍ଯ୍ୟଟନସ୍ଥଳର ମାନ୍ୟତା ନା ହେଉଛେ ବିକାଶ । ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକର ଗୁରୁଡୋଙ୍ଗର ପାଦ୍ ଦେଶେ ଅଛେ ଉପକାଗଙ୍ଗା ଆର୍ ଜାମଝୋଲା । ଇନ ସବୁବେଲେ ଭିଡ଼ ଜମୁଥିବାର୍ ବେଲକେ ଜିଲ୍ଲା ପର୍ଯ୍ୟଟନ ବିଭାଗ କି ପ୍ରଶାସନ, କାହାର୍ ନଜର୍ ନାଇଁ ପଡବାର୍
#Nuapada #tribal #touristplace #BodenBlock #OdishaGovt #ArgusNews