ପାଠୋଇ ଝିଅଙ୍କ ପାଇଁ ପାଠ ପଢିଲେ ମା’
୫୩ ବର୍ଷ ବୟସରେ ମାଟ୍ରିକ ପାସ୍ କଲେ। ତାହା ପୁଣି ନିଜର ପାଠୋଇ ଦୁଇ ଝିଅଙ୍କ ସକାସେ। ମା’ଙ୍କ ସ୍ବପ୍ନ ସାକାର କରିବାକୁ ଏ କନ୍ୟାରତ୍ନ ଯୋଡିକ ଅଣ୍ଟା ଭିଡିଥିଲେ। ଆଉ ଆଜି ମା’ଙ୍କ ସଫଳତାର ସମସ୍ତ ଶ୍ରେୟ ଏହି ଦୁଇ ଭଉଣୀଙ୍କୁ ଯାଉଛି।
#Agartala #Education #ArgusNews