ନୟାଗଡ ଜିଲ୍ଲା ଶଙ୍ଖେଇ ଗାଁର ଅମାନବୀୟ ଘଟଣା । ୩ ବର୍ଷର ଶିଶୁକୁ ମାରିଲା ମା' ଓ ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଥିବା ବେଳେ ମୃତ ମହିଳାଙ୍କ ଘର ଲୋକ କିନ୍ତୁ ଯୌତୁକ ପାଇଁ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ।
#ArgusNews #Odisha #Nayagarh #Murder #MotherChildDeath