#ତଦନ୍ତ_ନାଁରେ_ପୋଲିସର_ନିଖୁଣ_ଅଭିନୟ ?
#ମାପି_ଚୁପି_ପ୍ରତିଟି_ପ୍ଲଟ_ଲେଖୁଛନ୍ତି_ନିର୍ଦ୍ଦେଶକ ?
ବଡ଼ବାବୁଙ୍କ ପୁଅ ବୋଲି ଗିରଫ କରିବାକୁ ଡରୁଛି କି ପୋଲିସ ? ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ସରିଲା ପ୍ରୀତିମାନ ଓ ମାନସର ଲାଏ ଡିଟେକ୍ସନ ଟେଷ୍ଟ । ପରିବାରର ଅଭିଯୋଗ, ବଡବଡିଆଙ୍କ ପିଲା ହୋଇଥିବାରୁ ସୁରକ୍ଷା ଦେଉଛି ପୋଲିସ ।
#ArgusNews #MurderCase #investigation #Vishutstudent #Chinmayi #police #Odisha