ଜାମୁକୋଳି-ଆଖୁକିଆରି ଗପ ପରେ ପାଇଖାନା ଟାଙ୍କି ଥିଓରି କି !
ଟାଙ୍କିରୁ ମିଳିଥିବା କାଗଜ ଟକୁଡାକୁ ନେଇ ବଢିଲା ସସପେନ୍ସ !
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର ରହସ୍ୟର କଣ । ଜାମୁକୋଳି-ଆଖୁକିଆରି କାହାଣୀ ପରେ କ୍ରାଇମବ୍ରାଞ୍ଚର ପାଇଖାନା ଟାଙ୍କି ଥିଓରିକୁ ନେଇ ହଇଚଇ ରାଜ୍ୟସାରା ।
#ArgusNews #Odisha #NabaDas #DeathCase #CrimeBranch #Investigation #Odisha