#କିଏ_ସେ_ଉପକୂଳିଆ_ନେତା ?
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କୁ ଗୁଳି କରି ହତ୍ୟା ଘଟଣାକୁ ନେଇ ତେଜୁଛି ରାଜନୀତି । ଶାସକ ଦଳ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବିରୋଧୀ। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସାଂଘାତିକ ଅଭିଯୋଗ। ମର୍ଡର ପଛରେ ରହିଛି ଉପକୂଳ ଓଡ଼ିଶାରେ ପ୍ରଭାବଶାଳୀ ନେତାଙ୍କ ହାତ ।
#ArgusNews #NabaDas #DeathCase #Politics #Crimebranch #investigation #Gopaldas #Odisha