#ସିନାପାଲିରେ_ହିନ୍ଦୁ_ନବ_ବର୍ଷ_ପାଳିତ
ନୂଆପଡା ଜିଲ୍ଲା ସିନାପାଲି ହିନ୍ଦୁ ନବ ବର୍ଷ ପାଳିତ l ସିନାପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ହିନ୍ଦୁ ନବ ବର୍ଷ ଅବସରରେ ସିନାପାଲି ସହରର ଗାୟତ୍ରୀ ମନ୍ଦିର ପାଖରେ ଏକଜୁଟ ହୋଇ ସିନାପାଲି ସହର ପରିକ୍ରମଣା କରିଥିଲେ l
#ArgusNews #Nababarsha #Nuapada #Sinapalli #NationalNewsYear #celebrate #Odisha