ନବରଙ୍ଗପୁର ନୀଳଗିରି ଜଙ୍ଗଲରେ ଲାଗିଲା ନିଆଁ। ନିଆଁକୁ ଆୟତ୍ତ କରିବାକୁ ଅପ୍ରାଣ ଉଦ୍ୟମ କରିଛି ଅଗ୍ନିଶମ ବିଭାଗ। ନବରଙ୍ଗପୁର ସହର ସ୍ଥିତ ମଙ୍ଗଲମ ଟିମ୍ବରସ୍ ପ୍ଲାଏବୋର୍ଡ କାରଖାନା ସାମ୍ନାରେ ଅଗ୍ନିକାଣ୍ଡ ଘଟିଛି। ନୀଳଗିରି ଜଙ୍ଗଲରେ ରାତି ପ୍ରାୟ ୧୧ ରେ ନିଆଁ ଲାଗିଯାଇଥିଲା।
#Nabarangpur #Nilagiri #forest #Fire #firedepartment #Odisha #ArgusNews